ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଚାରି ଗୋଟି ୱାଡ ର ପାଞ୍ଚ ଟି ଡ୍ରେନ ପାଣି ସହରର ଏକ ନମ୍ବର ଠାରୁ ହାଡ଼ିସହି ଛକ ଏହି ସବୁ ନାଳ ର ପାଣି ଏକ ନମ୍ବର ୱାଡ ମୂଖ୍ୟ ରାସ୍ତା କଡ଼ରେ ଥିବା ଡ୍ରେନ ଟି ଦୀର୍ଘ ଦିନ ହେଲା ସଫା ନ ହେବାରୁ ଏବଂ ରାସ୍ତା କଡ଼ରେ ଥିବା ଦୋକାନ ଓ ହୋଟେଲ ର ମଇଳା ସେହି ଡ୍ରେନ ପକାଇବା ଫଳରେ ମୂଖ୍ୟ ଡ୍ରେନ ଟି ପୋତି ହୋଇଗଲାଣି ଝାହା ଫଳରେ ସହରର ପାଣି ଚାଷୀ ମାନ ଙ୍କ କ୍ଷେତକୁ ଯାଇ ଧାନ ଫସଲ ନଷ୍ଟ ହେଉଛି ଏହି ଡ୍ରେନ ଟି ମୁକୁଳା ଥିବାରୁ ବିଭିନ୍ନ ମଇଳା ପଡି ମଧ୍ଯ ପାଣି ନିଷ୍କାସନ ନ ହୋଈ ବିଲକୁ ଯାଇ ଧାନ ଫସଲ କ୍ଷତି କରୁଛି ବର୍ଷ ହେଲେ ଶହ ଶହ ଏକର ଜମିରେ ପାଣି ଜମି କୂତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ଏହା ଶହ ନାଳ ଭିତରେ ମଇଳା ଜମି ରହି ଦୁର୍ଗନ୍ଧ ହେବା ସହ ବିଭିନ୍ନ ପ୍ରକାର ମାରାତ୍ମକ ମଶା ଜନ୍ମ ନେଇ ମଣିଷକୁ ବହୁତ କ୍ଷତି କରୁଛନ୍ତି ଏହାକୁ କର୍ତ୍ତୃପକ୍ଷ ଦୁଷ୍ଟି ନ ଦେବାରୁ ଚାଷୀ ମାନଙ୍କର ବହୁତ କ୍ଷତି ହେଉଛି ତୁରନ୍ତ ଡ୍ରେନ ଟି ସଫା ନ ହେଲେ ଚାଷୀ ମାନେ ଆନ୍ଦୋଳ ନାତ୍ମକ ପନ୍ଥା ବାଛି ବାକୁ ପଛାଇବେନାହି
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ