ପାରଳାଖେମୁଣ୍ଡି : 44ତମ ଜାତୀୟ ଶିଶୁମାନଙ୍କର ଉତ୍ସବ ଏବଂ ମହିଳାମାନଙ୍କର – 2024
ସ୍ବାଗତିକା ଭୁବନେଶ୍ୱର ପକ୍ଷରୁ (କଳା, ସଂସ୍କୃତି ଏବଂ ସାହିତ୍ୟର ପ୍ରୋତ୍ସାହନ ପାଇଁ ସାଂସ୍କୃତିକ ସଙ୍ଗଠନ) ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗପଚ୍ଛରୁ ଆୟୋଜିତ ୪୪ ତମ ଜାତୀୟ ଶିଶୁ ମହିଳା ମୋହତ୍ସବ ୨୦୨୪ ରେ ପାରଳାଖେମୁଣ୍ଡି ମିରାକେଲ୍ ଡେନ୍ସ ଷ୍ଟୁଡିଓ ପକ୍ଷରୁ ୧୧ଜ ପ୍ରତିଯୋଗୀତା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସର୍ବ ମୋଟ ୭ଶହ ପିଲା ନୃତ୍ୟ ଓ ସୂନ୍ଦରୀ ପ୍ରତିଯୋଗିତା ରେ ଭାଗ ନେଇଥିଲେ ା

ଏମାନଙ୍କୁ ପଛରେ ପକାଇ ପାରଳାଖେମୁଣ୍ଡିର ଦୁଇ ପ୍ରତିଯୋଗୀ ସଲୋନୀ ପଣ୍ଡା ସୂନ୍ଦରୀ ପ୍ରତିଯୋଗିତା ଓ ନୃତ୍ୟ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଛନ୍ତି ଅନନ୍ୟା ପ୍ରଧାନ। ବର୍ତ୍ତମାନ ପାରଳାଖେମୁଣ୍ଡିର ଗୈାରବ ଆଣିଛନ୍ତି ଏହି ବିରଳ କୃତିତ୍ଵ ଦୁଇ ଛାତ୍ରୀ ା ଏହି ଦୁଇ ଜଣ ଛାତ୍ରୀଙ୍କୁ ଆସନ୍ତା ସେପ୍ଟେମ୍ବର ଆଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବର୍ଦ୍ଧିତ କରିବେ ବା ପୁରସ୍କାରର ପ୍ରଦାନ କରିବେ। ଏଥିପାଇଁ ବହୁତ ଖୁସି ଅଛନ୍ତି ଦୁଇ ଛାତ୍ରୀ,ପରିବାର ଏବଂ ନୃତ୍ୟ ଗୁରୁ।
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ