Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ନୂଆଗାଁ ବ୍ଲକ ରେ ସପ୍ତମ ସାଧାରଣ ଅଧିବେଶନ ଅନୁଷ୍ଠିତ

Spread the love

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରେ ଦିର୍ଘ ସାତମାସ ପରେ ସପ୍ତମ ସାଧାରଣ ଅଧିବେଶନ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ଙ୍କ ସଭାପତି ତ୍ୱ ରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପୂର୍ବ ବ୍ୟଠକର ଆଲୋଚନା ସହିତ ବର୍ତ୍ତମାନ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ, ପାନିୟ ଜଳ ଯୋଗାଣ ଖାଦ୍ୟ ସୁରକ୍ଷା ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସହିତ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ମଚାସିନ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ ସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। କିନ୍ତୁ ଉପସ୍ଥିତ ରହିଥିବା କିଛି ସରପଞ୍ଚ ସମିତି ସଭ୍ୟ ଙ୍କୁ ବ୍ଲକ ରେ ଉପଯୁକ୍ତ ସମ୍ମାନ ମିଳୁନଥିବାରୁ ଅସୋନ୍ତୋସ ପ୍ରକାଶ କରିଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରୁ ନିରଂଜନ ସାହୁ ଙ୍କ ସହିତ ପ୍ରଦିପ୍ତ କୁମାର ସାହୁ।

error: Content is protected !!
Breaking News