ନୂଆପଡ଼ା : ଆଜିକୁ ମାସେ ହେବ ଭକ୍ତ ମାନେ ନିଜ ନିଜ ମନସ୍କାମନା ପାଇଁ ନିଜ ଅଞ୍ଚଳର ତୀର୍ଥ ସ୍ଥଳୀ ମାନଙ୍କରୁ ପାଣି ଆଣି ନିଜ ଗାଁର ସିବ ମନ୍ଦିରରେ ପାଣି ଢାଳିଥାଆନ୍ତି। ଏମିତି ଅନେକ ଭକ୍ତ ଅଛନ୍ତି। ରବିବାର ପାଣି ଧରି ସହ ସହ କିଲୋମିଟ ଅତିକ୍ରମ କରି ଖାଲି ପାଦରେ ଚାଲିଥାନ୍ତି। ଯାହା ଆଜି ହେଉଛି ସେସ ସୋମବାର ଏବଂ ହଜାର ହଜାର ସଂଖ୍ୟାରେ ଭକ୍ତ ଯିବା ଆସିବା କରୁଛନ୍ତି। ଏବଂ ମାନବିକତା ପରିଚୟରେ ଦେଇ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ବାବେବିର ଗ୍ରାମପଞ୍ଚାୟତ ଅଧିନରେ ଥିବା ବର୍ତନସିଲ ସିବ ମନ୍ଦିର ଠାରେ ପଣ୍ଡରାମାଳି ସମାଜର ସଦସ୍ୟା ମାନେ ଟିଫିନ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ଏହି ମହାନ କାର୍ଯ୍ୟରେ ଲକ୍ଷ୍ମୀ କାନ୍ତ ନାଏକ,ବୈସମ କୁମାର ନାଏକ,ଫକୀର,ଧୀରେନ୍ଦ୍ର,ସଞ୍ଜୟ,ଲିଙ୍ଗରାଜ,ଡମ୍ବରୁ, ଗୌରୀ ବିଶି,ପୁରନ୍ଦର,ବଂଶି,ଅଶୋକ,ଭୂପେନ୍ଦ୍ର ଏବଂ ପଣ୍ଡରାମାଳି ସମାଜର ଅନେକ ଯୁବ ଗୋଷ୍ଟି ସହଯୋଗକରିଥିଲେ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ