ପାରଳା ପୌରପରିଷଦ କାଉସିଲିଙ୍ଗ ମିଟିଙ୍ଗ ଅନୁଷ୍ଠିତ ହୋଇଯାଉଛି, ଏହି ବୈଠକ ରେ ବିଧାୟକ ହେବା ପରେ, ବିଧାୟକ ରୁପେଶ କୁମାର ପାଣିଗହୀ ପ୍ରଥମ ଥର କାଉଁସିଲିଂ ବୈଠକ ରେ ଯୋଗଦେଇଥିଲେ , ପ୍ରଥମେ ବିଧାୟକ ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ.ପରେ ପାରଳାଖେମୁଣ୍ଡି ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ, ସହର ର ପରିମଳ ବ୍ୟବସ୍ତା ଓ ସହର ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ ପ୍ରକାର ଉର୍ନତିକରଣ କାର୍ଯ୍ୟ ଉପରେ ଦୃଷ୍ଟିଆକର୍ଷଣ କରିବା ପାଈଁ ବିଧାୟକ କହିଥିଲେ ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପୌର ଅଧକ୍ଷାନିର୍ମଳା ସେଠି , ଉପାଧ୍ୟକ୍ଷ ଲେଙ୍କା ମଧୁ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରୀ ଚନ୍ଦ୍ର ପଟନାୟକ ,ସମସ୍ତ କାଉଁଶଲର , ଓ ସାଂସଦ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ପାରଳାଖେମୁଣ୍ଡି ରୁ କୃଷ୍ଣ କୁମାର ବେହେରା ଙ୍କ ରିପୋର୍ଟ
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ