ପାତାଳଗଙ୍ଗା ଠାରେ ନୂଆପଡା ଡିଷ୍ଟ୍ରିକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର ସାଧାରଣ ବୈଠକ

Spread the love

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ତୀର୍ଥକ୍ଷେତ୍ର ପାତାଳଗଙ୍ଗା ଠାରେ ନୂଆପଡା ଜିଲ୍ଲା ଡିଷ୍ଟ୍ରିକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉତ୍କ ବୈଠକ ରେ ଜିଲ୍ଲା ସଭାପତି ସୁଶାନ୍ତ କର ଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିବାବେଲେ ସମ୍ପାଦକ ଯୁଗଳ କିଶୋର ମହାନନ୍ଦ କୋଷାଧ୍ୟକ ବିଶିକେସନ ପଣ୍ଡା, କୋମନା ବ୍ଲକ ସଭାପତି ରଂଜିତ ପଣ୍ଡା, ଖରିଆର ବ୍ଲକ ସଭାପତି ଓମ ପ୍ରକାଶ ଚୌଧୁରୀ, ସିନାପାଲି ବ୍ଲକ ସଭାପତି ଗୟାରାମ ମେହେର, ସୀମାଞ୍ଚଳ ମହାପାତ୍ର,ଅଂଶୁମାନ ଅଗସ୍ତି, ମକାରୁ ବେମାଲ, ରାଜକିରଣ ସିଂ ଦେଓ, ବିକାଶ ଖରସସେଲ, ମୃତୁଞ୍ଜୟ ପଣ୍ଡା, ସତ୍ୟବ୍ରତ ଷଡ଼ଙ୍ଘି,ରାମନାଥ ପଣ୍ଡା, ଭଗ୍ୟବାନ ମାଝୀ, ରମେଶ ଜଗତ, ଦେବଦାସ ପାଢ଼ୀ, ମାଇକଲ ନନ୍ଦ, ଶ୍ୟାମ ସୁନ୍ଦର ସଗରିଆ, ରମାକାନ୍ତ ବନ୍ଧିଛୋର,ଦୀନେଶ ଛତ୍ରିଆ, ଗଣେଶ ଚନ୍ଦ୍ର ବାଗ, ଝମ୍ପେଶ୍ୱର ବନ୍ଧିଛୋର,ଯୁଜେଷ୍ଟି ଦୀପ, ଉପେନ୍ଦ୍ର ବାଗ,ନୀଳାମ୍ବର ନାଗ, ଅଜିତ ବେହେରା,କାର୍ତିକ ମହାନନ୍ଦ,ଉପେନ୍ଦ୍ର ମଟାରି, ହରେରାମ କରୁଆଁ, ପରମେଶ୍ୱର ମେହେର, କମଲ ଲୋଚନ ମାଝୀ,ପ୍ରମୁଖ ଉତ୍କ ବୈଠକ ରେ ଉପସ୍ଥିତ ରହିଥିଲେ ଓ ଆଗାମୀ ଦିନେ ସାମ୍ବାଦିକ ମାନଙ୍କୁ ପେନସନ, ବର୍ଦ୍ଧିତ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ସାମିଲ କରିବା, ସାମ୍ବାଦିକ ମାନଙ୍କ ସୁରକ୍ଷା ଯୋଗାଇ ଦେବା ଓ ଜିଲ୍ଲା ର ସମସ୍ୟା ଗୁଡିକୁ କିଭଳି ଭାବରେ ସମାଧାନ କରିବା ଓ ସଙ୍ଘ କିଭଳି ଭାବରେ ତୃଣମୂଳ ସ୍ଥରରୁ ମଜବୁତ ହେବ ସେ ଉପରେ ବୈଠକ ରେ ଆଲୋଚନା ହୋଇଥିଲା l

error: Content is protected !!
Breaking News