ଆଜି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅଧୀନରେ ଥିବା ସାଲେପୁର ନିର୍ବାଚନ ମଣ୍ଡଳୀ ଟାଙ୍ଗୀ -ଚୌଦ୍ୱାର ବ୍ଲକ କୋଟସାହି ପଞ୍ଚାୟତର ଟାଙ୍ଗୀ ସ୍ଥିତ ବାସୁଦେବ ମଣ୍ଡପରେ ଭାରତୀୟ ଜନତାପାର୍ଟି ଟାଙ୍ଗୀ ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ପ୍ରଧାନମନ୍ତ୍ରୀ ମନକି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏ
ଥିରେ କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା,ସାଲେପୁର ବିଧାନସଭା ପାର୍ଥି ଅରିନ୍ଦମ ରାୟ,କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାମନାରାୟଣ ମହାନ୍ତି, ରାଜ୍ୟ ସଂଯୋଜକ ଚୌଧୁରୀ ହେମନ୍ତ କୁମାର ସାହୁ, ବିଜେପି ସଂଗଠକ ହିମାଂଶୁ ମହାନ୍ତି, କୋଟସାହି ପଞ୍ଚାୟତ ସରପଞ୍ଚ ସୁମନ ପ୍ରଭା ରାଉତ, ଆକାଶ ପାତ୍ର, ଦେବାଶିଷ ମଲିକ,ରୂପକ କୁମାର ମହାନ୍ତି, ଦୀପ୍ତିକାନ୍ତ ସ୍ୱାଇଁ, ଶାଳଗାଁ ସରପଞ୍ଚ ପବିତ୍ର ମୋହନ ଉପାଧ୍ୟାୟ ସମେତ ବହୁ ମଣ୍ଡଳ ଓ ପଞ୍ଚାୟତ ସଭାପତି ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ