Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

କନିସି ପଞ୍ଚାୟତ ରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

ରଙ୍ଗେଈଲୁଣ୍ଡା :ରକ୍ତଦାନ ମହତ ଦାନ!ଦିନ କୁ ଦିନ ରାଜ୍ୟରେ ରକ୍ତ ର ଘୋର ଅଭାବ ଦେଖା ଦେଇଛି!ଏହି ପ୍ରରିପ୍ରେକ୍ଷୀ ରେ ଆଜି ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚା ସାଧାରଣ ସମ୍ପାଦକ ତଥା ଯୁବ ବିଜେପି ନେତା ସୁନୀଲ କୁମାର ପାତ୍ର ଙ୍କ ନେତୃତ୍ୱ ରେ କନିସି ଗ୍ରାମ ପଞ୍ଚାୟତ ତରଫରୁ ଏକ ବିଶାଳ ରକ୍ତ ଦାନ ଶିବିର ର ଆୟୋଜନ ହୋଇ ଯାଇଛି!ଶିବିର କୁ ସ୍ଥାନୀୟ ଅଞ୍ଚଳ ର ବହୁ ଯୁବକ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ!ଉକ୍ତ ରକ୍ତଦାନ ଶିବିରରେ ସର୍ବ ମୋଟ ଅଠାନବେ ୟୁନିଟ ରକ୍ତ ସଂଗ୍ରହୀତ ହୋଇଥିଲା!

ଆୟୋଜକ ଙ୍କ ତରଫରୁ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଫଳ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା!ଆଜିର ଉକ୍ତ ଶିବିରରେ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚା ସଭାପତି ଶିବ ନାୟକ, କନିସି ମଣ୍ଡଳ ସଭାପତି ସନତ କୁମାର ନାୟକ, ଜିଲ୍ଲା ବିଜେପି ଉପ ସଭାପତି ଗଙ୍ଗାଧର ଶତପଥୀ, ବିଜେପି ଦିଗପହଣ୍ଡି ପ୍ରଭାରୀ ରାଜେଶ କୁମାର ସାହୁ, ଯାଦବ କୁଳ ସଭାପତି ଡମ୍ବୁରୁ ପାତ୍ର, ଯୁବ ବିଜେପି ନେତା ଗୋପୀନାଥ ମହାରଣା, କୋଲଥୀ ଗାଁ ସରପଞ୍ଚ ଜଗମୋହନ ପାତ୍ର, ରଣ୍ଢ! ବିଜେପି ସଭାପତି ମିଟୁ ସାହୁ, ଭିକି ଦାସ, ବି, ରାମେୟା, ଶିବ ପ୍ରସାଦ ଦଳାଇ, ଯୁବ ନେତା ଅଭିନାଶ ପାତ୍ର, ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାର ର ଡା, ମନୋଜ ଟୁଡୁ, ଅଶ୍ୱିନୀ ନାୟକ, ସୁଜିତ ସାହୁ, ସୁଶାନ୍ତ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ!

error: Content is protected !!
Breaking News