ପଙ୍କରୁ ଫୁଟିଛି ପଦ୍ମ ବିଭିନ୍ନ ପଦକର ଅଧିକାରୀ ହେଉଛନ୍ତି ସିଭିଲ ଡିଫେନ୍ସ ରେ କାର୍ଯ୍ୟ ରତ ଭିକାରୀ ଚରଣ ସାହୁ। ନୂଆଗାଁ ବ୍ଲକ ର ରଖିଲେ ଟେକ।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ପାରାଢୀପି ପଂଚାୟତର ସ୍ୱାଧିନତା ସଂଗ୍ରାମୀ ଗାଁ ଥୁଆବାରୀ ରେ ଘର ଭିକାରୀ ଚରଣ ସାହୁ ପିତା ସ୍ୱାଧୀନତା ସଂଗ୍ରାମୀ ଦୁଇବର୍ଷ (୨୯) ଦିନ ଝେଲ ଭୋଗିଥିଲେ ବାପା ଙ୍କ ମୃତ୍ୟୁ ପରେ ଏବେ ମାଁ ସୁବର୍ଣ ସାହୁ ସ୍ୱାଧୀନତା ସଂଗ୍ରାମୀ ଭତା ପାଉଛନ୍ତି। କିନ୍ତୁ ଭିକାରୀ ଚରଣ ସାହୁ ସିଭିଲ ଡିଫେନ୍ସ ରେ (୨୦୦୭) ରେ ଯୋଗ ଦେଇଥିଲେ ଦିର୍ଘ (୧୬) ବର୍ଷ ନିରବଚ୍ଛିନ୍ନ ଭାବେ ଉଛର୍ଗୀକୃତ ସେବା ତଥା,୨୦୧୩- ରେ ଫାଇଲିନ, ୨୦୧୪- ରେ ହୁଡି ହୁଡି ବାତ୍ୟା,-୨୦୧୯- ରେ ଫନି ବାତ୍ୟା ସମୟରେ ଉଛର୍ଗୀକୃତ ସେବା ଯୋଗୁଁ ବିଭିନ୍ନ ସମୟରେ ସନ୍ମାନିତ ହୋଇଛନ୍ତି ଗତ ( ଅଗଷ୍ଟ ୧୫/) ତାରିଖ ଦିନ ସ୍ୱାଧୀନତା ଦିବସ ଉପଲକ୍ଷେ ରାଜ୍ୟ ସ୍ତରିୟ ପଦକ ପ୍ରଦାନ ଉତ୍ସବ ଲୋକସଭା ଭବନ ରେ ଆୟୋଜନ ହୋଇଥିଲା।ରାଷ୍ଟ୍ରପତି ପଦକ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦକ ପ୍ରଦାନ ସହିତ ସନ୍ମାନିତ କରିଥିଲେ। ପଦକ ପାଇବା ପରେ ନିଜ ଗାଁ ଥୁଆବାରୀ ରେ ଗ୍ରାମବାସୀ ଖୁସୀ ମନାଇ ଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରୁ ନିରଂଜନ ସାହୁ।
More Stories
13.01.2025
4-12-2024
25-11-2024