କେନ୍ଦୁଝର ସଦର,ତା୭/୯(ନିପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକର ୨୫ ପଞ୍ଚାୟତରେ ୪ଦିନରେ ୭୧ ହଜାର ୯ଶହ ୨୫ଟି ସୁଭଦ୍ରା ଫର୍ମ ବଣ୍ଟନ ହୋଇଛି। ଏହି ଫର୍ମକୁ ଅଙ୍ଗନବାଡ଼ି କର୍ମୀ ମାନେ ବଣ୍ଟନ ପ୍ରକ୍ରିୟା ଜାରୀ ରଖିଛନ୍ତି। ହିତାଧିକାରୀ ମାନେ ଅଙ୍ଗନବାଡ଼ି କର୍ମୀ ନିକଟରେ ନିଜ ନାମ ପଞ୍ଜିକରଣ କରି ଫର୍ମ ଗ୍ରହଣ କରୁନ୍ତୁ। ମହିଳା ମାନେ କୌଣସି ପରିସ୍ଥିତିରେ ବିଚଳିତ ନହୋଇ ଧର୍ଯ୍ୟ ଏବଂ ଶୃଙ୍ଖଳାର ସହ ଫର୍ମ ଆବେଦନ ପତ୍ର ଦାଖଲ କରନ୍ତୁ ସରକାର ପକ୍ଷରୁ ପର୍ଯ୍ୟାପ୍ତ ମାତ୍ରେ ସମୟ ସୀମା ରହିଛି ବୋଲି ସିଡିପିଓ ସ୍ୱର୍ଣାଲତ ବେହେରା ସୂଚନା ଦେଇଛନ୍ତି।
More Stories
4-12-2024
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ