ସେମିଳିଗୁଡା : ସୁନାବେଡା ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତାଙ୍କୁ ନେଇ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସେମିଳିଗୁଡା ମଲ୍ଟି ଫଙ୍କସନହଲଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ତଥା ଜିଲ୍ଲା ସାଧାରଣ ସମ୍ଫାଦକ ତଥା ସଦସ୍ୟତା ଅଭିଯାନ ସଂଯୋଜକ ଦେବେନ୍ଦ୍ର ମହାନ୍ତି ଯୋଗଦେଇ ଏହି ଅଭିଯାନର ଉଦ୍ଦେଶ୍ଯ ଆଲୋଚନା କରିଥିଲେ।
ମଣ୍ଡଳ ପ୍ରଭାରୀ ତଥା ସଦସ୍ୟତା ଅଭିଯାନର ସହ ସଂଯୋଜକ ରାଜେନ୍ଦ୍ର ସାହୁ , ମଣ୍ଡଳ ସଭାପତି ଚନ୍ଦ୍ରଶେଖର ଘୋଷ , ମଣ୍ଡଳ ସାଧାରଣ ସମ୍ଫାଦକ ଜଗନ୍ନାଥ ଘୋଷ, ଜିଲ୍ଲା ଆଇଟି ସଂଯୋଜକ ବଦ୍ରିନାରାୟଣ ପାତ୍ର, ମଣ୍ଡଳ ସମ୍ଫାଦକ ଅଶ୍ୱିନୀ କୁମାର ଜେନା ,ଉପ ସଭାପତି ଗୋବିନ୍ଦ କଣ୍ଟା , ଉପ ସଭାପତି ସିଧୁ ଭାଇ , ବରିଷ୍ଠ ସମାଜ ସେବୀ ତଥା ବିଜେପି କାର୍ଯ୍ଯକର୍ତ୍ତା ସ୍ନିଗ୍ଧା ରାଣୀ ମିଶ୍ର ,ମହିଳା ମୋର୍ଚ୍ଚା ଉପସଭାପତି ଆଶା ଶର୍ମା ସୁବାସିନୀ ସାହାଣୀ ,ସନ୍ତୋଷିଣୀ ଜେନା , ଲକ୍ଷ୍ମୀ ଖରା,କାର୍ତ୍ତିକ ସାହା , ଉପ ସଭାପତି ମନୋଜ ସାହାଣୀ , ରତ୍ନାକର ଜେନା ଏବଂ ସମସ୍ତ ବୁଥ ସ୍ତରୀୟ ସଭାପତି , ବୁଥ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ