ସମ୍ପଡା ଜଙ୍ଗଲରୁ ବିରାଟକାୟ ଶାଳ ଗଛ ଚୋରି ବନ କର୍ମଚାରୀଙ୍କ ହାତଥିବା ସନ୍ଦେହ

Spread the love

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁରୁ ବନାଚଳ ଅଧିନସ୍ଥ (୫୭) ନମ୍ବର ଜାତୀୟ ରାଜପଥ କଡ ସମ୍ପଡା ଜଙ୍ଗଲରୁ ବିରାଟକାୟ ଶାଳ ଗଛ ଦୁଇଟି ଚୋରି ହୋଇଥିବା ବେଳେ ଗୋଟାଏ ଅଧା କାଟି କରତ ଛାଡି ଚାଲିଯାଇଛନ୍ତି କାଠ ମାଫିଆ। ଏପଟେ ବନମହୋତ୍ସବ ପାଳନ କାର୍ଯ୍ୟକ୍ରମରେ ବେସ୍ତ ବନବିଭାଗ ସେପଟେ ବିରାଟକାୟ ଶାଳ ଗଛ ଚୋରି ହୋଇଥିବା କୁ ଅଂଚଳର ବୁଧୀଜିବୀ ବିଭିନ୍ନ ସମାଲୋଚନା କରୁଥିବା ବେଳେ କିଛି ଲୋକ ବନବିଭାଗ ର କିଛି କର୍ମଚାରୀ ଙ୍କ ହାତ ଥିବା ଆଲୋଚନା କରୁଛନ୍ତି। ଏହି ବିଷୟରେ ମହିପୁରୁ ବନାଚଳ ଅଧିକାରୀ ଅମିତ୍ କୁମାର ସାହୁ ଙ୍କ ମତାମତ ନେଇଥୀଲୁ ସେ କହିଛନ୍ତି କାଠ ଜବତ୍ କରିଛୁ ତଦନ୍ତ ଚାଲିଛି ଅନୁମାନ କରାଯାଉଛି ବାହାର ଅଂଚଳର କାଠ ମାଫିଆ ହୋଇଥିବେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରୁ ନିରଂଜନ ସାହୁ ଙ୍କ ସହିତ ପ୍ରଦିପ୍ତ କୁମାର ସାହୁ।

You may have missed

error: Content is protected !!
Breaking News