କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଳକ ସଭା ଗୃହ ଠାରେ ପଞ୍ଚାୟତ ସମିତି ସେମିଳିଗୁଡ଼ା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କୋରାପୁଟ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସେମିଳିଗୁଡ଼ା ବ୍ଳକର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ଆଜି ସେମିଳିଗୁଡ଼ା ବ୍ଳକ ସମସ୍ତ କର୍ମକର୍ତ୍ତା ଓ ଅଧିକାରୀ ସେମିଳିଗୁଡ଼ା ବ୍ଳକ ଅନ୍ତର୍ଗତ ଖୁଡ଼ି ଗ୍ରାମପଞ୍ଚାୟତରେ ନେଟେୱାରକ୍ ସମସ୍ୟା ଦୀର୍ଘ ବର୍ଷ ହେବ ଲୋକେ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି ଦୀପ ତଳେ ଅନ୍ଧାର ଖୁଡ଼ି ପଞ୍ଚାୟତ ଖୁଡ଼ି ପରେ ସୋରିଷପଦର ଏବଂ କୋଟିଆ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ନେଟୱାର୍କ ସମସ୍ୟା ସମାଧାନ ହେଲାଣି କିନ୍ତୁ ଖୁଡ଼ି ଗ୍ରାମପଞ୍ଚାୟତର ନେଟୱାର୍କ କେବେ ସମାଧାନ ହେବ ତାହାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଧାନ କରିଛନ୍ତି କେବେ ଦୃଷ୍ଟି ପଡ଼ିବ ନେଟୱାର୍କ ଅଧିକାରୀଙ୍କ ତାହାକୁ ନେଇ ଅପେକ୍ଷା ଖୁଡ଼ି ପଞ୍ଚାୟତବାସୀ ।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର