ପାତ୍ରପୁର : ପାତ୍ରପୁର ବ୍ଳକ ଅନ୍ତର୍ଗତ ଖରଣି ପଡା ଉଚ୍ଚପ୍ରଥମିକ ବିଦ୍ୟାଳୟ ରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ବୃନ୍ଦାବନ ପ୍ରଧାନ ଙ୍କୁ ପାତ୍ରପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ (ଏ୍ସ- କେଡର) ତତଫରୁ ବିଦାୟ ସମ୍ବର୍ଦଧନା କରାଗଲା। ପିତବାସ ପ୍ରଧାନଙ୍କ ସଭାପତିତ୍ବରେ ସ୍ଵତନ୍ତ୍ର ଅଥିତି ଭବେ ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ର ସମ୍ପାଦକ ଶ୍ରୀ ନିଶାମଣି ପ୍ରଧାନ ଯୋଗ ଦେଇ ବୃନ୍ଦାବନ ବାବୁଙ୍କ ସଙ୍ଗ ପ୍ରତି ରହିଥିବା ଅବଦାନ ବର୍ଣ୍ଣନା କରିବା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥଲେ। ଅନ୍ୟ ଅଟିଥି ଭାବେ ବ୍ଲକ ସମ୍ପାଦକ ପ୍ରଦୀପ ପଣ୍ଡା,ବରିଷ୍ଟ ଶିକ୍ଷକ ବିଜୟ ପ୍ରଧାନ ଓ ମୂଖ୍ୟ ବକ୍ତା ଭାବେ ବି. ପୁଷ୍ପଲତା ରେଡ୍ଡୀ ଆସନ ଅଳଙ୍କୃତ କରିଥିଲେ। ଶରତ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥଲେ। ସଭାପରିଚlଳନl ରେ ରାମ କୃଷ୍ଟ ବେଜ, ରଜନୀ ସାହୁ ରିତାଞ୍ଜଳି ସାହୁ, ସ୍ଵଗଗତି କା ନନ୍ଦ ,ଜଗଦୀଶ ପାଇକ, ଲିଙ୍ଗରାଜ ଜାନୀ ଓ ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା