କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବ୍ଳକ ଅନ୍ତର୍ଗତ ସୋରିଷପଦର ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସିମ୍ନ୍ କୁମାର ପ୍ରଧାନ ଓ ବ୍ଳକର ସମସ୍ତ ବିଭାଗର କର୍ମଚାରୀ ପଞ୍ଚାୟତର ସମସ୍ତ ଅଧିକାରୀ, ସୋରିଷପଦର ପଞ୍ଚାୟତ ସରପଞ୍ଚ ଜେଟୁ ହନ୍ତାଲ, ନାୟକ୍ ସରପଞ୍ଚ ସୁକାନ୍ତି ଗରଡା, ମେମ୍ବର ସୋରିଷପଦର ପଞ୍ଚାୟତ ଏରିଆ ଏନେମ୍ ଓ ସମସ୍ତ ଏମ୍ବିକେ, ପ୍ରାଣୀ ମିତ୍ର, କୃଷି ମିତ୍ର, ସିଆରପି ମାନଙ୍କ ଉପସ୍ଥିତରେ ଆଜି ଏହି ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ୪୬ ଏହା କେତେଦୂର କାର୍ଯ୍ୟକାରି ହେବ ତାହାକୁ ନେଇ ସୋରିଷପଦର ଅଞ୍ଚଳ ଲୋକେ ଏବେ ଅପେକ୍ଷା
More Stories
13.01.2025
4-12-2024
25-11-2024