ସ୍ଥାୟୀ କାର୍ଯ୍ୟଳୟ ପାଇଁ ତହସିଲଦାର ନିକଟରେ ଆପତ୍ତି

Spread the love

ନୟାଗଡ ଜିଲ୍ଲାର ଗଣିଆ ବ୍ଲକ ର ଆଡକଟା ଠାରେ ସ୍ଥାୟୀ ଅଫିସ ପାଇଁ ଆଜି ବ୍ରାହ୍ମଣ ମହାସଂଘ ଓଡିଶାର ବରେଣ୍ୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ରଙ୍କ ଆନୁକୂଲ୍ୟରେ, ମହାସଂଘର ସ୍ଥାୟୀ ରାଜ୍ୟ କାର୍ଯ୍ୟାଳୟ ନିମନ୍ତେ, ସ୍ଥାନ ଯୋଗlଇ ଦେବାକୁ ନେଇ, ସ୍ଥlନୀୟ ସମ୍ମାନନୀୟl ତହସିଲଦାର ମାଡାମଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ମହାସଂଘର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ପ୍ରିୟବ୍ରତ ଷଡ଼ଙ୍ଗୀ, ରାଜ୍ୟ କୋଷାଧ୍ୟ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରସନ୍ନ ଦାଶ ପ୍ରମୁଖ ଯୋଗଦାନ କରିଥିଲେ l

ଏହି ପରିପ୍ରେକ୍ଷୀରେ,ମହାସଂଘ ତରଫରୁ ତହସିଲଦାର ମାଡାମଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ସାମୁହିକ ମଙ୍ଗଳ ପାଠ ଗାନ କରାଯାଇଥିଲା ଏବଂ ବ୍ରାହ୍ମଣ ମହାସଂଘ ଓଡିଶାର ବରିଷ୍ଠ ରାଜ୍ୟ ସ୍ତରୀୟ କର୍ମକର୍ତ୍ତl ବୃନ୍ଦଙ୍କୁ , ସ୍ଥାନୀୟ ପ୍ରଶାସନ ଭବ୍ୟ ସ୍ୱାଗତ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି, ନିଶ୍ଚିତ ଭାବରେ ମହାସଂଘର ରାଜ୍ୟ କାର୍ଯ୍ୟlଳୟ ନିମନ୍ତେ, ବ୍ରାହ୍ମଣ ମାନଙ୍କର ସର୍ବାଙ୍ଗୀନ ବିକାଶକୁ ନେଇ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି, ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ lଆଜି ବ୍ରାହ୍ମଣ ମହାସଂଘ ଓଡିଶାର ବରେଣ୍ୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ରଙ୍କ ଆନୁକୂଲ୍ୟରେ, ମହାସଂଘର ସ୍ଥାୟୀ ରାଜ୍ୟ କାର୍ଯ୍ୟାଳୟ ନିମନ୍ତେ, ସ୍ଥାନ ଯୋଗlଇ ଦେବାକୁ ନେଇ, ସ୍ଥlନୀୟ ସମ୍ମାନନୀୟl ତହସିଲଦାର ମାଡାମଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ମହାସଂଘର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ପ୍ରିୟବ୍ରତ ଷଡ଼ଙ୍ଗୀ, ରାଜ୍ୟ କୋଷାଧ୍ୟ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରସନ୍ନ ଦାଶ ପ୍ରମୁଖ ଯୋଗଦାନ କରିଥିଲେ l

ଏହି ପରିପ୍ରେକ୍ଷୀରେ,ମହାସଂଘ ତରଫରୁ ତହସିଲଦାର ମାଡାମଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ସାମୁହିକ ମଙ୍ଗଳ ପାଠ ଗାନ କରାଯାଇଥିଲା ଏବଂ ବ୍ରାହ୍ମଣ ମହାସଂଘ ଓଡିଶାର ବରିଷ୍ଠ ରାଜ୍ୟ ସ୍ତରୀୟ କର୍ମକର୍ତ୍ତl ବୃନ୍ଦଙ୍କୁ , ସ୍ଥାନୀୟ ପ୍ରଶାସନ ଭବ୍ୟ ସ୍ୱାଗତ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି, ନିଶ୍ଚିତ ଭାବରେ ମହାସଂଘର ରାଜ୍ୟ କାର୍ଯ୍ୟlଳୟ ନିମନ୍ତେ, ବ୍ରାହ୍ମଣ ମାନଙ୍କର ସର୍ବାଙ୍ଗୀନ ବିକାଶକୁ ନେଇ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି, ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ l

error: Content is protected !!