Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଥାଲାସେମିଆ ରୋଗୀଙ୍କ ନିକୋସେଲ ଫିଲଟର ଉନ୍ନତ ମାନର ନୁହେଁ,ରୋଗୀ ହନ୍ତସନ୍ତ

Spread the love

ଖୋର୍ଦ୍ଧା : ଖୋର୍ଦ୍ଧା ରକ୍ତ ଭଣ୍ଡାରରେ ସରକାରଙ୍କ ତରଫରୁ ଯେଉଁ ନିକୋସେଲ ଫିଲଟର ମିଳୁଛି ଥାଲାସେମିଆ ରୋଗୀ ମାନଙ୍କ ପାଇଁ ତାହା ଉନ୍ନତ ଧରଣର ନୁହେଁ ତାଫଳରେ ରକ୍ତ ନଷ୍ଟ ହେଉଛି, ହଁ ଆଜ୍ଞା ୟେକଥା ଆମେ କହୁନୁ କହୁ ଛନ୍ତି ଏଇ କୁନି ଝିଅଟି ଏବଂ ତାଙ୍କ ଅଭିଭାବକ ଏବଂ ସଭାପତି, ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ D.H.H ର ଥାଲାସେମିଆ ରୋଗୀ ଦୀର୍ଘ 4 ବର୍ଷ ହେବ ସଂଘର୍ଷ କଲେଣି କି ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ D.H.Hରେ ଥାଲାସେମିଆ ରୋଗୀ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହା ହେଉଛି
1- କମ୍ପୋନେଟ (ଡେକେର) ନାହିଁ
2- ଭିର୍ଣ୍ଣ କୋଠରୀ 20 ବିଶିଷ୍ଟ ଶଯ୍ୟା ନାହିଁ
3- ଫିରିଟିନ୍ ଟେଷ୍ଟ ମେସିନ ନାହିଁ ଯାହା ଫଳରେ ଗରିବ ରୋଗୀ 1000 ଟଙ୍କା ଦେଇ ବାହାରେ ଟେଷ୍ଟ କରୁଛନ୍ତି
4- ଥାଲାସେମିଆ ରୋଗୀଙ୍କୁ ମାସକୁ ଯେଉଁ 500 ମିଳୁଛି ତାହା ଠିକସେ ମିଳୁନି, 500 ଜାଗାରେ ତାକୁ 2000 ଟଙ୍କା କରିବାକୁ ଅନୁରୋଧ
5- ଉନ୍ନତ ମାନର ମେଡିସିନ ମିଳୁନାହିଁ
6 – NHM ଗାଇଡ ଲାଇନ କେହି ଫଲୋ କରୁନାହାନ୍ତି
7- ଥାଲାସେମିଆ ରୋଗୀ ଙ୍କୁ ପ୍ୟାକ ଶେଲ ରକ୍ତ ବଦଳରେ ହୋଲ ରକ୍ତ ମିଳୁଛି ତେଣୁ ରୋଗୀ ପୋକ ମାଛି ଭଳି ମରୁଛନ୍ତି,
ଏହା କଣ ଅଛେ ଦିନ୍, ଏହା କଣ ବିକାଶ , ନା ଏହା ସ୍ୱାସ୍ଥ୍ୟ ସେବା ସୃଦୁଢ଼, ଏହି ସବୁ ସମସ୍ୟାକୁ ନେଇ ଥାଲାସେମିଆ ରୋଗୀ ,ଅଭିଭାବକ ଏବଂ ତାଙ୍କ ସଭାପତି ନିମାଇଁ ଚରଣ ମହାରଣା ଆଜି ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି

error: Content is protected !!
Breaking News