କୋରେଇ ଥାନା ଅନ୍ତର୍ଗତ 20 ନମ୍ୱର୍ ଜାତିୟ ରାଜପଥର ପାଟୁଳୀ ଛକ ନିକଟରେ ଏକ 6 ଚକିଆ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ ହୋଇଥିବାର ସୁଚନା ମିଳିଛି। ଉକ୍ତ ଟ୍ରକଟି ଯାଜପୁର ରୋଡରୁ ବିପରୀତ ଦିଗରୁ କାଲିଆପାଣି ଯାଉଥିବା ବେଳେ ସାମ୍ନା ଦିଗରୁ 2ଛେଳି ନେଇ ବାଇକରେ ଯାଉଥିବା 2ଜଣଙ୍କ ମଧ୍ୟରୁ ଜଣେ ମୃତ ଅନ୍ୟଜଣେ ଗୁରୂତର ଅଛନ୍ତି। ମୃତକ୍ ଓ ଗୁରୁତରଙ୍କୁ ଘର କୋରେଇ ଅଞ୍ଚଳର ମୁସଲିମ ବସ୍ତିର ବୋଲି ଜଣାପଡିଛି। କୋରେଇ ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି।
More Stories
13.01.2025
4-12-2024
25-11-2024