କୋରାପୁଟ ଜିଲ୍ଲାର ସୁନାବେଡ଼ା ପୈାରପରିଷଦ ଅନ୍ତର୍ଗତ କାକିଗାଁ ଛକ ନିକଟରେ ଥିବା ଟ୍ରକ୍ ଟିପର୍ ଅନର୍ ଆସିଶନ୍ ପକ୍ଷରୁ ଦାବିପତ୍ର ପ୍ରଦାନ କରିଛନ୍ତି ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆଜି ସଭାପତି ଓ ତାଙ୍କର ଭାଇଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରୁଥିବା ନେଇ ଅଭିଯୋଗ , ମେମ୍ବର ସିପ୍ ରହିଛନ୍ତି ହେଲେ ସୁଦ୍ଧା ଅଣ ଦେଖା କରୁଛନ୍ତି ସଭାପତି ବୋଲି ପ୍ରକ୍ରିୟାରେ ସୂଚନା ଦେଇଛନ୍ତି ଅନ୍ୟ ଅନ୍ୟ ଗାଡ଼ିଙ୍କୁ ଲୋଡ଼ ଦିଆଯାଉଛି ବୋଲି ବାରମ୍ବାର ଅଭିଯୋଗ କରୁଛନ୍ତି ହେଲେ ମେମ୍ବର ସିପ୍ ରେ ରହିଥିବା ଗାଡ଼ି ଙ୍କୁ ମିଳୁନୀ ଲୋଡ଼ କୈାଣସି ସମାଧାନ ଦିଗରେ ପହଞ୍ଚି ପାରୁନାହିଁ ବୋଲି ଆଜି କିଛି ମାଳିକ୍ ଦାବି ପତ୍ର ଦେଇଛନ୍ତି ଜିଲ୍ଲାପାଳଙ୍କୁ। କେବେ ସମ୍ପୂର୍ଣ୍ଣ ସମାଧାନର ବୈବସ୍ଥା ହେବ ତାହାକୁ ନେଇ ଅପେକ୍ଷା।
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା